୨ବର୍ଷ ପରେ ଭକ୍ତଙ୍କୁ ମିଳିବ ଅମରନାଥ ଦର୍ଶନର ସୁଯୋଗ

ଶ୍ରୀନଗର: ମାର୍ଚ୍ଚ ୨୦୨୦ରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ବନ୍ଦ ରହିଥିଲା ଅମରନାଥ ଯାତ୍ରା। ଏବେ ସଂକ୍ରମଣ କମ ହେବା ସହ କଟକଣା କୋହଳ ହେବା ପରେ ସରକାର ପୁଣି ଥରେ ଅମରନାଥ ଯାତ୍ରାକୁ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଜୁନ୍ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା। ଏହି ଯାତ୍ରା ୪୩ଦିନ ପର୍ଯ୍ୟନ୍ତ ଚାଲିବ। କରୋନା କଟକଣା ମାନି ଲୋକଙ୍କୁ ଯାତ୍ରା କରିବାକୁ ହେବ। ଜମ୍ମୁ କଶ୍ମୀରର … Continue reading ୨ବର୍ଷ ପରେ ଭକ୍ତଙ୍କୁ ମିଳିବ ଅମରନାଥ ଦର୍ଶନର ସୁଯୋଗ